ସାଇତା Sāita
- ଦେ. ବି (ସଂ. ସ୍ୱାୟତ୍ତ; ସଞ୍ଚିତ) — ସାଇତିବା; ସଞ୍ଚୟ କରିବା — Act of storing
- ଦେ. ବି (ସଂ. ସ୍ୱାୟତ୍ତ; ସଞ୍ଚିତ) — ସଞ୍ଚିତ ହେବା ଅବସ୍ଥା — The state of being stored
- ବିଣ — ସାଇତା ଯାଇଥିବା; ସଞ୍ଚିତ — Stored up
- ବିଣ — [ଉ—ଧାନ ପାଞ୍ଚ ସାତ ଭରଣ ମଧ୍ୟ ଘରେ ସାଇତା ଅଛି—ଫକୀରମୋହନ, ଛମାଣ. ଆଠଗୁଣ୍ଠ।]