ସହୋର Sahora

  • ସଂ. ବିଣ [ସହ ଧାତୁ+କର୍ତ୍ତୃ ଉର; ଯେ ସବୁ ସହ୍ୟ କରନ୍ତି] — ସାଧୁ (ଉଣାଦିକୋଷ) — Honest; upright
  • ସଂ. ବିଣ [ସହ ଧାତୁ+କର୍ତ୍ତୃ ଉର; ଯେ ସବୁ ସହ୍ୟ କରନ୍ତି] — ଧର୍ମାତ୍ମା — Righteous