ସହିତେ Sahite

  • ଦେ ଅ (ସଂ. ସହିତ) — ସଙ୍ଗେ — With; together with
  • ଦେ ଅ (ସଂ. ସହିତ) — ସଙ୍ଗ ହୋଇ — Accompanied by
  • ଦେ ଅ (ସଂ. ସହିତ) — ସାଥିରେ — In the company of
  • ଦେ ଅ (ସଂ. ସହିତ) — ମୋଟେ; ଆଦୈ — At all
  • ଦେ ଅ (ସଂ. ସହିତ) — [ଯଥା—ଚିଠି ଖଣ୍ଡେ ଖଣ୍ଡେ ଦେଉଥିଲ ଯେ, ଏବେ ତାଇବି ସହିତେ ନାହିଁ।]
  • ଦେ ଅ (ସଂ. ସହିତ) — ସୁଦ୍ଧା — Even
  • ଦେ ଅ (ସଂ. ସହିତ) — (ଯଥା—ମୁଁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲି ଯେ, ତାଙ୍କ ଘରୁ ଅଣ୍ଡା ବଚ୍ଚା ସହିତେ ସମସ୍ତେ ଆସିଥିଲେ)
  • ଦେ ଅ (ସଂ. ସହିତ) — ମଧ୍ୟ; ବି — Also
  • ଦେ ଅ (ସଂ. ସହିତ) — [ଉ—ମାତା ସହିତେ ନାହିଁ ଘରେ, ତେଣୁ ମୁଁ ବ୍ୟାକୁଳ ମନରେ। ଜଗନ୍ନାଥ, ଭାଗବତ।]