ସହବତ୍ Sahabat
- ବୈଦେ. ବି (ଆ. ସୋହବତ୍) — ସଂସର୍ଗ — Conjunction
- ବୈଦେ. ବି (ଆ. ସୋହବତ୍) — ସମ୍ବନ୍ଧ — Connection
- ବୈଦେ. ବି (ଆ. ସୋହବତ୍) — ସହଚାରିତା — Companionship
- ବୈଦେ. ବି (ଆ. ସୋହବତ୍) — ସହବାସ — Cohabitation
- ବୈଦେ. ବି (ଆ. ସୋହବତ୍) — ସଂସର୍ଗଜ ଦୋଷ ଗୁଣ — Qualities which one attains as a result of companionship