ସହପାନ Sahapāna

  • ସଂ. ବି — ଏକତ୍ର ପାନୀୟ ଦ୍ରବ୍ୟାଦିର ପାନ — A drinking of fluids in company
  • ସଂ. ବି — ବହୁ ଲୋକଙ୍କର ଏକତ୍ର ସୁରାପାନ (ହେମଚନ୍ଦ୍ର) — A drinking (of wine) in company; drinking bout