ସହପାଠୀ Sahapāṭhī

  • ସଂ. ବିଣ. ପୁଂ (ସହ+ପଠ୍ ଧାତୁ+କର୍ତ୍ତୃ ଇନ୍; ସହ ପାଠିନ୍; 1 ମା 1 ବ) — ଏକତ୍ର ଅଧ୍ୟୟନକାରୀ; ସହାଧ୍ୟାୟୀ — Reading together
  • ସଂ. ବି. ପୁଂ — ସାଙ୍ଗ ପଢ଼ୁଆ ପିଲା — Classmate