ସହଜ Sahaja

  • ସଂ. ବି (ସହ+ଜନ୍ ଧାତୁ+କର୍ତ୍ତୃ. ଅ) — ସହୋଦର; ଏକମାତୃଗର୍ଭକ ଭାତ୍ରା (ଅମର) — Brother; uterine brother
  • ସଂ. ବି (ସହ+ଜନ୍ ଧାତୁ+କର୍ତ୍ତୃ. ଅ) — ନିସର୍ଗ; ସ୍ୱଭାବ (ମେଦିନୀ) — Nature
  • ସଂ. ବି (ସହ+ଜନ୍ ଧାତୁ+କର୍ତ୍ତୃ. ଅ) — (ଜ୍ୟୋତିଷ) ଜନ୍ମଲଗ୍ନଠାରୁ ତୃତୀୟ ସ୍ଥାନ — (astrology) The rd place from the Lagna or natal sign in one's horoscope
  • ସଂ. ବି (ସହ+ଜନ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ଏହି ତୃତୀୟ ସ୍ଥାନରେ ଥିବା ଗ୍ରହଙ୍କ ଦ୍ୱାରା ଜାତକ ବ୍ଯକ୍ତିଙ୍କ ଭାଇ, ଭଉଣୀ, ବିକ୍ରମ, ଦୂରଯାତ୍ରା ଆଦି ବିଷୟ ସ୍ଥିରୀକୃତ ହୁଏ।]
  • ସଂ. ବିଣ — ସହଜାତ — Born with
  • ସଂ. ବିଣ — ଏକତ୍ର ଜାତ — Born together
  • ସଂ. ବିଣ — ସ୍ୱାଭାବିକ; ନୈସର୍ଗିକ; ଅକୃତ୍ରିମ — Innate; natural; inborn; inherent
  • ସଂ. ବିଣ — ଅନାୟାସ ସିଦ୍ଧ — Instinctive
  • ସଂ. ବିଣ — ସୁଲଭ — Easily available
  • ଦେ. ବି — ପ୍ରେମ — Love
  • ଦେ. ବି — ତନ୍ତ୍ରାଚାରଭେଦ — A sort of Tantric rite
  • ଦେ. ବିଣ — ସରଳ; ଅନାୟାସସାଧ୍ୟ — Easy; not difficult