ସହଚରୀ Sahacharī

  • ସଂ. ବି. ସ୍ତ୍ରୀ (ସହଚର+ସ୍ତ୍ରୀ. ଈ) — ସଙ୍ଗିନୀ — Female companion
  • ସଂ. ବି. ସ୍ତ୍ରୀ (ସହଚର+ସ୍ତ୍ରୀ. ଈ) — ସଖୀ — A female confidant of a lady
  • ସଂ. ବି. ସ୍ତ୍ରୀ (ସହଚର+ସ୍ତ୍ରୀ. ଈ) — ସହଧର୍ମିଣୀ; ପତ୍ନୀ — Wife
  • ସଂ. ବି. ସ୍ତ୍ରୀ (ସହଚର+ସ୍ତ୍ରୀ. ଈ) — (ବୈଦ୍ଯକ) ପୀତ ଝିଣ୍ଟୀ (ଅମର) ଦାସକେରେଣ୍ଟା — A plant; Barlaria Cristata
  • ସଂ. ବି. ସ୍ତ୍ରୀ (ସହଚର+ସ୍ତ୍ରୀ. ଈ) — (ଉ—[ 1 ଓ 4 ] ବିଟପ ପ୍ରକମ୍ପକର ସଙ୍ଗତି ସହଚରୀର ପୁର ଅଭିମୁଖହିଁ ହୋଇଛି। ଭଞ୍ଜ, ବୈଦେହୀଶବିଳାସ।) — (ଉ—[1ଓ4] ବିଟପ ପ୍ରକମ୍ପକର ସଙ୍ଗତି ସହଚରୀର ପୁର ଅଭିମୁଖହିଁ ହୋଇଛି ଭଞ୍ଜ, ବୈଦେହୀଶବିଳାସ)