ସଲା Salā

  • ବୈଦେ. ବି (ଆ. ସଲାହ୍) — ପରାମର୍ଶ; ମନ୍ତ୍ରଣା — Consultation
  • ବୈଦେ. ବି (ଆ. ସଲାହ୍) — ଉପଦେଶ — Advice
  • ବୈଦେ. ବି (ଆ. ସଲାହ୍) — ଷଡ଼୍ଯନ୍ତ୍ର — Conspiracy; plotting
  • ବୈଦେ. ବି (ଆ. ସଲାହ୍) — ସ୍ୱପକ୍ଷରେ ରଖିବା — Winning over to one's side
  • ବୈଦେ. ବି (ଆ. ସଲାହ୍) — [ଉ—ମକ୍ରାକୁ ସଲାରେ ରଖିବାକୁ ହେବ—ଫକିରମୋହନ, ଗଳ୍ପସ୍ୱଳ୍ପ।]
  • ଦେ. ବି — (ସଂ. ଶଳାକା) ଶଳାକା — A long slender rod
  • ଦେ. ବି — ଶଲାଇ (ଦେଖ) — Salāi (See)