ସର୍ବୌଘ Sarba̲u̲gha

  • ସଂ. ବି (ସର୍ବ+ଓଘ) — ଚତୁରଙ୍ଗ ସୈନ୍ୟ ସନ୍ନାହ (ଅମର) — Battle-array consisting of all classes of soldiers
  • ସଂ. ବି (ସର୍ବ+ଓଘ) — ଗୁରୁ ବେଗ (ମେଦିନୀ) — Great force or velocity