ସର୍ଜ Sarja

  • ସଂ. ବି (ସୃଜ୍ ଧାତୁ+କର୍ତ୍ତୃ. ଅ) — ଅଜକର୍ଣ୍ଣ ବା ଶାଳ ଗଛ — Shorea Robusta; Ṡal tree
  • ସଂ. ବି (ସୃଜ୍ ଧାତୁ+କର୍ତ୍ତୃ. ଅ) — ଶାଳ ରସ; ଝୁଣା — Resin
  • ସଂ. ବି (ସୃଜ୍ ଧାତୁ+କର୍ତ୍ତୃ. ଅ) — ବଣିକ୍ (ମେଦିନୀ) — Merchant
  • ସଂ. ବି (ସୃଜ୍ ଧାତୁ+କର୍ତ୍ତୃ. ଅ) — ଅସନ ବୃକ୍ଷ (ହି. ଶ) — Buchanonia Latifolia tree
  • ସଂ. ବି (ସୃଜ୍ ଧାତୁ+କର୍ତ୍ତୃ. ଅ) — 5 ଶଲ୍ଲକୀ ବୃକ୍ଷ (ହି. ଶ) — 5ଶଲ୍ଲକୀ ବୃକ୍ଷ (ହି. ଶ)— 5. A kind of wild tree exuding resin