ସରିଯାଏ Sarij̄āe

  • ଦେ. ଅ (ଏକାର୍ଥକ ଦ୍ୱିରୁକ୍ତି) — ସରିକି; ପର୍ଯ୍ୟନ୍ତ — Upto; till
  • ଦେ. ଅ (ଏକାର୍ଥକ ଦ୍ୱିରୁକ୍ତି) — [ଉ—କର୍ଣ୍ଣ ସରିଯାଏ ଲାଗିଛି ଲାଞ୍ଜି। ଦୀନକୃଷ୍ଣ, ରସକଲ୍ଲୋଳ।]