ସରିଫ Sariph

  • ବୈଦେ. ବି (ଇଂ. ଷେରିଫ୍) — ସହଚର ପ୍ରଧାନ ମଣ୍ଡଳ ବା ନେତା — Sheriff; the headman of a town
  • ବୈଦେ. ବି (ଆ) — ମାନନୀୟ; ପୂଜ୍ୟ — Honourable; adorable