ସରାଇବା Sarāibā

  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍; ସାରି ଧାତୁ) — ସାରିବା (ଦେଖ) — Sāribā (See)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍; ସାରି ଧାତୁ) — (ଉ—ସରାଇବ ତାପ ଅଙ୍ଗଦେଶର—ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍; ସାରି ଧାତୁ) — ହରାଇବା — To lose
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍; ସାରି ଧାତୁ) — (ଉ—ଅଢ଼େଇ ଦିନକୁ ବଢ଼େଇ ଘରେ ମହତ ସରେଇଲୁ—ଢଗ)
  • ଦେ. କ୍ରି (ସଂ. ସୃ ଧାତୁ ଣିଚ୍; ସାରି ଧାତୁ) — (ବଙ୍ଗଳାରୁ ଅନୁକୃତ) ସରକାଇବା; ଘୁଞ୍ଚାଇବା — To remove