ସରହସ୍ୟ Sarahasya

  • ସଂ. ବିଣ (ବହୁବ୍ରୀହି; ସ=ସହିତ+ରହସ୍ୟ) — ସମନ୍ତ୍ରକ; ମନ୍ତ୍ର ସହିତ — Joined with mystic formulae
  • ସଂ. ବିଣ (ବହୁବ୍ରୀହି; ସ=ସହିତ+ରହସ୍ୟ) — ସୋପନିଷତ୍ — Joined with Upanished
  • ସଂ. ବିଣ (ବହୁବ୍ରୀହି; ସ=ସହିତ+ରହସ୍ୟ) — ରହସ୍ୟଯୁକ୍ତ — Mystical; magical