ସରଜାମ Sarajāma

  • ବୈଦେ. ବି (ଫା. ସର୍+ଅଞ୍ଜାମ୍; ଯାହାଦ୍ୱାରା ସମସ୍ତ କର୍ମର ଅଞ୍ଜାମ ବା ସମାଧାନ ହୁଏ) — ଆବଶ୍ୟକ ଉପକରଣ; ସାମଗ୍ରୀ — Requisite articles; materials; appurtenances
  • ବୈଦେ. ବି (ଫା. ସର୍+ଅଞ୍ଜାମ୍; ଯାହାଦ୍ୱାରା ସମସ୍ତ କର୍ମର ଅଞ୍ଜାମ ବା ସମାଧାନ ହୁଏ) — (ଉ—ଠାକୁରାଣୀଙ୍କ ଠାରେ ପୂଜା ସରଞ୍ଜାମ କାହୁଁ ଆସିଲା—ଫକୀରମୋହନ, ଛମାଣଆଠଗୁଣ୍ଠ।)
  • ବୈଦେ. ବି (ଫା. ସର୍+ଅଞ୍ଜାମ୍; ଯାହାଦ୍ୱାରା ସମସ୍ତ କର୍ମର ଅଞ୍ଜାମ ବା ସମାଧାନ ହୁଏ) — ଅସବାବ୍; ଗୃହର ଉପକରଣ — Furnitures
  • ବୈଦେ. ବି (ଫା. ସର୍+ଅଞ୍ଜାମ୍; ଯାହାଦ୍ୱାରା ସମସ୍ତ କର୍ମର ଅଞ୍ଜାମ ବା ସମାଧାନ ହୁଏ) — ସାଜସଜ୍ଜା — Equipments
  • ବୈଦେ. ବି (ଫା. ସର୍+ଅଞ୍ଜାମ୍; ଯାହାଦ୍ୱାରା ସମସ୍ତ କର୍ମର ଅଞ୍ଜାମ ବା ସମାଧାନ ହୁଏ) — ବସ୍ତୁଚୟ — Articles; things