ସମ୍ମାନ Sammāna

  • ସଂ. ବି— 1 । (ସମ୍+ମନ୍ ଧାତୁ=ପୂଜା କରିବା+ଭାବ. ଅ) — ମର୍ଯ୍ୟାଦା; ଗୌରବ; ସମାଦର; ପୂଜା — Respect; regard; honour; esteem; homage
  • ସଂ. ବି— 1 । (ସମ୍+ମନ୍ ଧାତୁ=ପୂଜା କରିବା+ଭାବ. ଅ) — (ସମ୍+ ମା. ଧାତୁ=ମାପିବା+ଭାବ. ଅନ)—ସମ୍ୟକ ପରିମାଣ — Measuring