ସମ୍ମତ Sammata
- ସଂ. ବିଣ (ସମ୍+ମନ୍ ଧାତୁ=ବୋଧ କରିବା+କର୍ମ. ତ) — ଅନୁମତ — Approved; admitted
- ସଂ. ବିଣ (ସମ୍+ମନ୍ ଧାତୁ=ବୋଧ କରିବା+କର୍ମ. ତ) — ସ୍ୱୀକୃତ — Agreed; consented
- ସଂ. ବିଣ (ସମ୍+ମନ୍ ଧାତୁ=ବୋଧ କରିବା+କର୍ମ. ତ) — ଅଭିପ୍ରେତ — Wished for
- ସଂ. ବିଣ (ସମ୍+ମନ୍ ଧାତୁ=ବୋଧ କରିବା+କର୍ମ. ତ) — ପ୍ରିୟ — Dear
- ଦେ. ବି — ସମ୍ମତି; ସ୍ୱୀକୃତି — Consent
- ଦେ. ବି — [ଉ—ରଜା ବୋଇଲେ ଆହେ ଶୁଣ ପୁରୋହିତ। ଏରୂପେ କର ମୋର ହୋଇଲୋ ସମ୍ମତ—କୃଷ୍ଣସିଂହ, ମହାଭାରତ, ବନ।]