ସମ୍ପଧି Sampadhi

  • ଗ୍ରା. ବି (ପ୍ରାଚୀନ ପଦ୍ଯ) (ସଂ. ସମ୍ପଦ) — ସମ୍ପତ୍ତି (ଦେଖ) — Sampatti (See)
  • ଗ୍ରା. ବି (ପ୍ରାଚୀନ ପଦ୍ଯ) (ସଂ. ସମ୍ପଦ) — (ଉ—ନିସତ କାଳରେ କଲୁ ବିପରୀତ ବୁଦ୍ଧି, ଅଦଭୂତେ ହରାଇଲୁ ଏଡ଼େକ ସମ୍ପଧି—ସାରଳା ଦାସ, ମହାଭାରତ, ସଭା।)