ସମୁଜା Samujā

  • ଦେ. ବି (ସଂ. ସମ୍=ସମ୍ୟକ୍ ଓ ଜ୍ଞା ବା ଧ୍ୟୈ ଧାତୁ= ଜାଣିବା) — ବୁଝିବା; ସମଜିବା — Understanding comprehending
  • ବିଣ. ସମଜଦାର (ଦେଖ) — Samajadāra (See)