ସମୀରଣ Samīraṇa

  • ସଂ. ବି (ସମ+ଈର ଧାତୁ ଗମନ କରିବା+କର୍ତ୍ତୃ ଅନ) — ବାୟୁ; ପବନ (ଅମର) — Air; wind
  • ସଂ. ବି (ସମ+ଈର ଧାତୁ ଗମନ କରିବା+କର୍ତ୍ତୃ ଅନ) — ମରୁବକ [ଅମର]; ମରୁଆ ଗୁଳ୍ମ — Sweet Marjoram (plant)
  • ସଂ. ବି (ସମ+ଈର ଧାତୁ ଗମନ କରିବା+କର୍ତ୍ତୃ ଅନ) — ପଥିକ (ମେଦିନୀ) — Traveller; a wayfarer
  • ସଂ. ବି (ସମ+ଈର ଧାତୁ ଗମନ କରିବା+କର୍ତ୍ତୃ ଅନ) — (ସମ+ଈର୍ ଧାତୁ=ପ୍ରେରଣ କରିବା+ଭାବ ଅନ)—ପ୍ରେରଣ — Sending
  • ସଂ. ବି (ସମ+ଈର ଧାତୁ ଗମନ କରିବା+କର୍ତ୍ତୃ ଅନ) — (+କର୍ତ୍ତୃ ଅନ) ପ୍ରେରକ [ହରିବଂଶ] — Sender