ସମାନୀତ Samānīta

  • ସଂ. ବିଣ (ସମ୍+ଆନୀତ) — ସମ୍ୟକ୍ ଆନୀତ — Specially brought
  • ସଂ. ବିଣ (ସମ୍+ଆନୀତ) — ମିଳିତ — Joined together
  • ସଂ. ବିଣ (ସମ୍+ଆନୀତ) — ସଙ୍ଗତ — Reasonable; united