ସମସ୍ୟା Samasyā

  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — ଶ୍ଳୋକର ପାଦପୂରଣାର୍ଥ ପ୍ରଶ୍ନ — A part of a stanza given out to a person to be filled up as a trial of poetic skill
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — [ଦ୍ର—ସମସ୍ୟାରେ ପ୍ରଶ୍ନକର୍ତ୍ତା ଶ୍ଳୋକର ଗୋଟିଏ ବା ଦୁଇଟି ଚରଣ ପ୍ରଶ୍ନରୂପେ ବୋଲନ୍ତି। ସମସ୍ୟା ସାଧାନକାରୀ ଉକ୍ତ ଶ୍ଳୋକର ଅବଶିଷ୍ଟ ଚରଣ ପୂରଣ କରନ୍ତି।]
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — ଜଟିଳ ବିଷୟ; ଦୁରୂହ ବିଷୟ; କଠିନ ପ୍ରଶ୍ନ; କୂଟ ପ୍ରଶ୍ନ — A knotty question
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — ନାଆଁଦିଆ; ଛିଣ୍ଡାଗଣ୍ଡ; ପହଳି; ପୂରଣାର୍ଥ ପ୍ରହେଳିକା — A riddle; a puzzle; a conundrum
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — ଉତ୍ତର ବା ସାଧନ ପାଇଁ ଉପସ୍ଥାପିତ ପ୍ରଶ୍ନ — A problem
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — (+ ଭାବ ଯ+ଆ) ଘଟାଇବା — Causing to happen
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — ସଂଘଟ୍ଟନ; ଘୋଟିବା — Pestling
  • ସଂ. ବି (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କରଣ+ଯ+ ଆ) — ମିଶ୍ରଣ — Mixing together; compounding
  • ଦେ. ବି — ଉତ୍ତର — Reply; answer
  • ଦେ. ବି — [ଉ—ରହିଛି ବାସୁଦେବେ ଲୟେ, ବଚନେ ସମସ୍ୟା ନ ଦିଏ।—ଜଗନ୍ନାଥ, ଭାଗବତ।]