ସମଳ Samaḻa
- ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ମଳ ସହିତ ବର୍ତ୍ତମାନ) — ମଳଯୁକ୍ତ; ମଇଳା; ମଳିଆ — Filthy
- ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ମଳ ସହିତ ବର୍ତ୍ତମାନ) — ଆବିଳ; ମଳିନ — Dirty; foul
- ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ମଳ ସହିତ ବର୍ତ୍ତମାନ) — କର୍ଦମଯୁକ୍ତ — Muddy
- ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ମଳ ସହିତ ବର୍ତ୍ତମାନ) — କଳଙ୍କିତ; କଳୁଷିତ — Tarnished; tainted
- ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ମଳ ସହିତ ବର୍ତ୍ତମାନ) — [ଉ—ବାଞ୍ଛିତ କର୍ମହୀନର ଶ୍ରମ କଲେ ପ୍ରପାତ କାହିଁ, ବିମଳ ପଦାର୍ଥକୁ ସର୍ବଦା ସମଳ କଲା ଯହିଁ।—ଭଞ୍ଜ, ବୈଦେହୀଶବିଳାସ]
- ସଂ. ବି — ବିଷ୍ଠା — Ordure; dung