ସମକ୍ତ Samakta

  • ସଂ. ବିଣ (ସମ=ତୁଲ୍ୟ ରୂପେ +ଅନଚ୍ ଧାତୁ=ଗମନ କରିବା+ କର୍ତ୍ତୃ. ତ) — ତୁଲ୍ୟ ରୂପେ ଅବସ୍ଥାପିତ — Similarly situated
  • ସଂ. ବିଣ (ସମ=ତୁଲ୍ୟ ରୂପେ +ଅନଚ୍ ଧାତୁ=ଗମନ କରିବା+ କର୍ତ୍ତୃ. ତ) — ତୁଲ୍ୟ ରୂପେ ଗମନକାରୀ — Moving similarly
  • ସଂ. ବିଣ (ସମ=ତୁଲ୍ୟ ରୂପେ +ଅନଚ୍ ଧାତୁ=ଗମନ କରିବା+ କର୍ତ୍ତୃ. ତ) — ଏକ ସମୟରେ ଗତିକାରୀ — Moving simultaneously
  • ସଂ. ବିଣ (ସମ=ତୁଲ୍ୟ ରୂପେ +ଅନଚ୍ ଧାତୁ=ଗମନ କରିବା+ କର୍ତ୍ତୃ. ତ) — ଜୋଡ଼ା; ସଙ୍ଗତ — Attached to each other; joined together