ସଭିୟେ Sabhiye
- ଦେ. ସର୍ବନାମ—(ସଂ. ସର୍ବ; ବ୍ଯକ୍ତିବାଚକ) ସମସ୍ତେ — A
- ଦେ. ସର୍ବନାମ—(ସଂ. ସର୍ବ; ବ୍ଯକ୍ତିବାଚକ) [ଉ—ଯେଉଁ ଦେଶ ଯେଉଁ ଚିହ୍ନଯୁକ୍ତ ହୁଏ, ସେହି ନାମ ତାକୁ ଦିଅନ୍ତି ସଭିଏଁ—କୃଷ୍ଣସିଂହ, ମହାଭାରତ, ଆଦି; ନମାର ପରକୁ ହାଇ ଗୋ! ନରନାରୀ ଯେତେ ଅଛନ୍ତି ସଂସାରେ, ସଭିଏ ଭଉଣୀ ଭାଇ ଗୋ—ବାଳକୃଷ୍ଣ, ଫୁଲ ବଉଳ— ବେଣୀ।]