ସବୁର୍ Sabur

  • ବୈଦେ. ବି (ଫା. ସବର୍; ସବୁର୍) — ଅପେକ୍ଷା କରିବା — Waiting
  • ବୈଦେ. ବି (ଫା. ସବର୍; ସବୁର୍) — ଧୈର୍ଯ୍ୟ — Patience
  • ବୈଦେ. ବି (ଫା. ସବର୍; ସବୁର୍) — ସହିଷ୍ଣୁତା — Fortitude; forbearance
  • ବିଣ — ଧୈର୍ଯ୍ୟଶୀଳ — Patient
  • ଅ — ଥୟ ଧର — (Interjection) Be patient!
  • ଅ — ବନ୍ଦ କର! ବିରତ ହୁଅ! — Stay! stop!