ସପ୍ଟିବା Sapṭibā

  • ଦେ. କ୍ରି. (ସଂ. ସମ+ପୁଟ ଧାତୁ କିମ୍ବା ସର୍ପ+ପୁଟ; ସାପ ଗଛ ଆଦିର ଦେହରେ ଜଡ଼ି କରି ଗୁଡ଼େଇ ହୋଇଯିବା ପରି) — କୌଣସି ବସ୍ତୁର ଦେହରେ ଲାଗିକରି ଜଡ଼ିଯିବା — To closely adhere or cling to a thing
  • ଦେ. କ୍ରି. (ସଂ. ସମ+ପୁଟ ଧାତୁ କିମ୍ବା ସର୍ପ+ପୁଟ; ସାପ ଗଛ ଆଦିର ଦେହରେ ଜଡ଼ି କରି ଗୁଡ଼େଇ ହୋଇଯିବା ପରି) — ସଂକୁଚିତ ହେବା — To shrink
  • ଦେ. କ୍ରି. (ସଂ. ସମ+ପୁଟ ଧାତୁ କିମ୍ବା ସର୍ପ+ପୁଟ; ସାପ ଗଛ ଆଦିର ଦେହରେ ଜଡ଼ି କରି ଗୁଡ଼େଇ ହୋଇଯିବା ପରି) — [ଉ—କଇଁଛ ଦେହରେ ହାତ ବଜାଇଲେ ତା ମୁଣ୍ଡ ସପଟି ଯାଏ।]
  • ଦେ. କ୍ରି. (ସଂ. ସମ+ପୁଟ ଧାତୁ କିମ୍ବା ସର୍ପ+ପୁଟ; ସାପ ଗଛ ଆଦିର ଦେହରେ ଜଡ଼ି କରି ଗୁଡ଼େଇ ହୋଇଯିବା ପରି) — (ଶିକାର କରିବାକୁ ଯିବା ବେଳେ ଶିକାରୀପଶୁ) ଲେପ୍ଟେଇ ପଡ଼ିବା — To cringe; to crouch