ସପାଦୁକ Sapāduka

  • ସଂ. ବିଣ. ପୁଂ—(ସହାର୍ଥ ବହୁବ୍ରୀହି; ସ+ପାଦୁକା ଦେଖ) — ଜୋତା ବା କଠାଉ ସହିତ — With shoes & sandals on