ସନ୍ମାନ Sanmāna

  • ଗ୍ରା. ବି. (ସଂ ସମ୍ମାନ) — ସମ୍ମାନ (ଦେଖ) — Sammāna. (See)
  • ଗ୍ରା. ବି. (ସଂ ସମ୍ମାନ) — [ଦ୍ର—ଋଗ୍ବେଦର ପ୍ରତିଶାଖ୍ୟରେ ସମ୍ମାନ ଅର୍ଥରେ ସନ୍ମାନ ଶବ୍ଦର ପ୍ରୟୋଗ ଅଛି।]
  • ସଂ. ବି. — ( 6 ଷ୍ଠୀ ତତ୍) ସଦ୍ବ୍ଯକ୍ତିଙ୍କ ପ୍ରଦର୍ଶିତ ମର୍ଯ୍ୟାଦା — (6ଷ୍ଠୀ ତତ୍) ସଦ୍ବ୍ଯକ୍ତିଙ୍କ ପ୍ରଦର୍ଶିତ ମର୍ଯ୍ୟାଦା— . Esteem or regard of the good
  • ସଂ. ବି. — ( 7 ମୀତତ୍) ସଦ୍ବ୍ଯକ୍ତିଙ୍କୁ ପ୍ରଦର୍ଶିତ ସମ୍ମାନ — (7ମୀତତ୍) ସଦ୍ବ୍ଯକ୍ତିଙ୍କୁ ପ୍ରଦର୍ଶିତ ସମ୍ମାନ—. Respect or honour shown to the good people