ସଦାଚରଣ Sadācharaṇa

  • ସଂ. ବି (କର୍ମଧା; ସତ୍+ଆଚରଣ) — ସାଧୁ ବ୍ଯବହାର; ଉତ୍ତମ ଚାଲିଚଳନ — Good conduct
  • ସଂ. ବି (କର୍ମଧା; ସତ୍+ଆଚରଣ) — ଶାନ୍ତି ଓ ଶିଷ୍ଟ ବ୍ଯବହାର — Gentle conduct; good behaviour