ସଦାଗରି Sadāgari

  • ବୈଦେ. ବି (ଫା. ସୌଦାଗରୀ) — ସଉଦାଗରି; ବାଣିଜ୍ୟ; ବେପାର — Business of a merchant; trade; commerce
  • ବୈଦେ. ବିଣ — ବାଣିଜ୍ୟ ସମ୍ବନ୍ଧୀୟ — Relating to trade