ସତିକାଈ Ṡatikāī

  • ଦେ. ବି. ସ୍ତ୍ରୀ (ସଂ. ସତ୍ୟ ବାଦିନୀ) — ସତ୍ୟ ବାଦିନୀ — A truthful woman
  • ଦେ. ବି. ସ୍ତ୍ରୀ (ସଂ. ସତ୍ୟ ବାଦିନୀ) — (ସଂ. ସତୀ) ସତୀ; ସାଧ୍ୱୀ ସ୍ତ୍ରୀ — A chaste woman
  • ଦେ. ବି. ସ୍ତ୍ରୀ (ସଂ. ସତ୍ୟ ବାଦିନୀ) — [ଉ—ସତିକଈ ପୁରସ୍ତମ ଗଲା। ପାଦ ଦଉଡ଼ି ଦଉଡ଼ି ମଲା— ଢଗ।]