ସଣ୍ଠଣା Saṇḍhaṇā
- ଦେ. ବି. (ସଂ. ସଂସ୍ଥାନ) — ଉତ୍ତମ ଚାଲିଚଳଣ — Good conduct or deportment
- ଦେ. ବି. (ସଂ. ସଂସ୍ଥାନ) — ମର୍ଯ୍ୟାଦା — Respect; etiquette
- ଦେ. ବି. (ସଂ. ସଂସ୍ଥାନ) — ସୁସଜ୍ଜିତ ଅବସ୍ଥା — Well-arranged condition
- ଦେ. ବି. (ସଂ. ସଂସ୍ଥାନ) — ସୁବ୍ଯବସ୍ଥିତ ଅବସ୍ଥା — Well regulated or equipped condition
- ଦେ. ବି. (ସଂ. ସଂସ୍ଥାନ) — ପରିପାଟୀ; ପାରିପଟ୍ୟ — The condition of being methodical
- ଦେ. ବି. (ସଂ. ସଂସ୍ଥାନ) — ସୂକ୍ଷ୍ମକଳା — Fine arts
- ଦେ. ବି. (ସଂ. ସଂସ୍ଥାନ) — କାରୁକାର୍ଯ୍ୟ — Fine work
- ଦେ. ବି. (ସଂ. ସଂସ୍ଥାନ) — [ଅସଣ୍ଠଣ(ଣା), ଅସୁଣ୍ଠଣା—ବିପରୀତ]
- ଦେ. ବି. (ସଂ. ସଂସ୍ଥାନ) — କଳାବିଦ୍ଯା ସାଧନଜନିତ କର୍ମ (ଯଥା—ଚିତ୍ର ଆଙ୍କିବା, ମୁରୁଜ ଦେବା, ଇତ୍ୟାଦି) — Acts done as a result of one's proficiency in fine arts (e.g. painting, drawing)
- ଦେ. ବିଣ — ସୁବ୍ଯବସ୍ଥିତ — Orderly; methodical; properly arranged
- ଦେ. ବିଣ — ସୁନ୍ଦର — Elegant
- ଦେ. ବିଣ — ମର୍ଯ୍ୟାଦାଯୁକ୍ତ — Respectable