ସଞ୍ଜାଈ San̄jāī

  • ଦେ. ବି. ସ୍ତ୍ରୀ. (ସଂ. ସନ୍ଧ୍ୟା ଦେବୀ) — ସନ୍ଧ୍ୟାଦେବୀ; ଦେବତା ରୂପେ କଳ୍ପିତା ସନ୍ଧ୍ୟା — The evening personified as Deity
  • ଦେ. ବି. ସ୍ତ୍ରୀ. (ସଂ. ସନ୍ଧ୍ୟା ଦେବୀ) — [ଉ— ସୁଦ୍ଧେଶ୍ୱରୀ, ସୁରେଶ୍ୱରୀ, ସଞ୍ଜାଈ, ସାରଳା। ପୀତାମ୍ବର, ନୃସିଂହପୁରାଣ।]
  • ଦେ. ବି. ସ୍ତ୍ରୀ. (ସଂ. ସନ୍ଧ୍ୟା ଦେବୀ) — [ଦ୍ର—ସଞ୍ଜବତୀ ବସାଇଲା ବେଳେ ସ୍ତ୍ରୀ ଲୋକମାନେ ଏହି ଦେବତାଙ୍କୁ ଡାକନ୍ତି ଓ କୌଣସିଠାରେ ଏ ସ୍ୱତନ୍ତ୍ର 'ଗ୍ରାମ ଦେବତୀ' ରୂପେ ମଧ୍ୟ ପ୍ରତିଷ୍ଠିତା।]