ସଜ ଶଉଚ Saja saucha

  • ଗ୍ରା. ବି—(ସଂ. ସଦ୍ୟଃ ଶୌଚ) — ସଦ୍ୟଃ ଶୌଚ, ସଦ୍ୟଃ ସ୍ନାନାଦି ଦ୍ୱରା ଅଶୌଚରୁ ମୁକ୍ତିଲାଭ କରିବା ଅବସ୍ଥା — Purfication attained or performed just after the happening of an impurity in some cases (as ordained by the Ṡāstras)