ସଚ୍ଚୀ Sachchī

  • ଦେ. ବିଣ. ସ୍ତ୍ରୀ (ସଂ. ସତୀ) — ସାଧ୍ୱୀ; ସତୀ — Chaste (woman)
  • ଦେ. ବିଣ. ସ୍ତ୍ରୀ (ସଂ. ସତୀ) — ସାଧୁତାଯୁକ୍ତା — Honest (woman)
  • ଦେ. ବିଣ. ସ୍ତ୍ରୀ (ସଂ. ସତୀ) — ସତ୍ୟବାଦିନୀ — Truthful (woman)
  • ଦେ. ବି — ସଚୋଟ୍ ପଣ (ଦେଖ) — Sachoṭ paṇa (See)