ସଂଜ୍ଞୁ Saṁjn̄u

  • ସଂ. ବିଣ (ବହୁବ୍ରୀହି; ସମ୍=ମିଳିତ+ଜାନ; ଜାନୁ ସ୍ଥଳରେ 'ବ' ଆବେଶ; ମିଳିତ ହୋଇଅଅଛି ଜାନୁଦ୍ୱୟ ଯାହାର) — ଯାହାର ଦୁଇଟି ଯାକ ଆଣ୍ଠୁ ପରସ୍ପର ସହିତ ମିଳି ଯାଇଅଛି — (a person) Having the two knees joined together
  • ସଂ. ବିଣ (ବହୁବ୍ରୀହି; ସମ୍=ମିଳିତ+ଜାନ; ଜାନୁ ସ୍ଥଳରେ 'ବ' ଆବେଶ; ମିଳିତ ହୋଇଅଅଛି ଜାନୁଦ୍ୱୟ ଯାହାର) — ଚାଲିଲାବେଳେ ଯାହାର ଦୁଇ ଆଣ୍ଠୁ ପରସ୍ପର ସଙ୍ଗେ ବାଜେ — Knock-kneed (Apte)