ସଂଜ୍ଞା Saṁjn̄ā

  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ଅଭିଧା; ଆଖ୍ୟା — Appellation
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ନାମ — Name; designation
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — (ବସ୍ତୁର ବା ପ୍ରାଣୀର) ବିଶିଷ୍ଟତାବୋଧକ ଶବ୍ଦ — Technical name; a term denoting a particular thing or animal
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ଉପାଧି — Title
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ଜ୍ଞାନ — Knowledge; sensation; intelligence
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ଚେତନା; ଚୈତନ୍ୟ — Consciousness; animation; sense-perception
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ବୁଦ୍ଧି — Intellect
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ସଂକେତ; ହସ୍ତାଦି ଦ୍ୱାରା ଅର୍ଥ— ସୂଚନା — A sign; a significant sign; gesture
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — (ବ୍ୟାକରଣ) ବିଶେଷ୍ୟ ପଦ — (grammar) A noun
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — (ବ୍ୟାକରଣ)—ବିଶିଷ୍ଟ ଅର୍ଥ ବୋଧକ ବିଶେଷ୍ୟ ବା ନାମ; ବ୍ଯକ୍ତି ବା ସ୍ଥାନବିଶେଷର ନାମ — (grammar) Name or noun having a special meaning; proper name (Apte)
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — (ବ୍ୟାକରଣ) ପ୍ରତ୍ୟୟର ବ୍ୟାକରଣଗତ ନାମ — (grammar) A technical name for an affix (Apte)
  • ସଂ. ବି (ସମ୍+ଜ୍ଞା ଧାତୁ+କରଣ ଅ+ସ୍ତ୍ରୀ ଅ; ଯାହାଦ୍ୱାରା ବସ୍ତୁ ଆଦି ଚିହ୍ନାଯାଏ) — ବେଦମାତା ଗାୟତ୍ରୀ ଦେବୀ; ଗାୟତ୍ରୀ ମନ୍ତ୍ର — The mystic formula 'Gāyatrī' said to by the mother of the Bedas