ସଂଗୁପ୍ତ Saṁgupta

  • ସଂ. ବିଣ—(ସମ୍+ଗୁପ୍ ଧାତୁ=ଲୁଚାଇବା+କର୍ମ. ତ) — ଲୁକ୍କାୟିତ — Concealed; hidden
  • ସଂ. ବିଣ—(ସମ୍+ଗୁପ୍ ଧାତୁ=ଲୁଚାଇବା+କର୍ମ. ତ) — ସୁରକ୍ଷିତ — Well; protected; carefully guarded; watched well