ସଂଖ୍ୟାତ Saṁkhyāta

  • ସଂ. ବିଣ (ସମ୍+ଖ୍ୟା ଧାତୁ+କର୍ମ ତ) — କୃତ— ସଂଖ୍ୟ; ଗଣିତ — Counted
  • ସଂ. ବିଣ (ସମ୍+ଖ୍ୟା ଧାତୁ+କର୍ମ ତ) — ବିଚାରିତ — Considered
  • ସଂ. ବିଣ (ସମ୍+ଖ୍ୟା ଧାତୁ+କର୍ମ ତ) — ବିଖ୍ୟାତ; ପ୍ରସିଦ୍ଧ — Celebrated; famous