ଶଢ଼େଇବା Ṡaṟḍ̠ heibā
- ଦେ. କ୍ରି — ଶଡ଼ିବାକ୍ରିୟାର ଣିଜନ୍ତରୂପ — To cause to rot
- ଦେ. କ୍ରି — କୌଣସି ବସ୍ତୁକୁ (ଯଥା—ନଳିତା, ଛଣପଟ ଆଦିର ଛାଲଯୁକ୍ତ ଡାଙ୍ଗକୁ) ଜଳରେ କିଛି ଦିନ ବତୁରାଇବା — To keep a thing, such as, jute stem, hemp, immersed in water for some days
- ଦେ. କ୍ରି — [ଦ୍ର—ନଳିତା, ଛଣପଟ, ବାରବରଷିଆ ଗଛକୁ କିଛିଦିନ ପାଣିରେ ଶଢ଼ାଇଲେ ତହିଁର ଛାଲ ଶଢ଼ିଯାଏ ଓ ତନ୍ତୁମାନ ଶଢ଼ି ନ ଯାଇ ରହିଯାଏ।]
- ଦେ. କ୍ରି — (ପାତ୍ର ଆଦିକୁ) ଶଡ଼ କରିବା (ଦେଖ) — Ṡaṟḍ̠a karibā (See)
- ଦେ. କ୍ରି — (ଲକ୍ଷଣାର୍ଥ) ବିନାଶକରିବା; ଲୋପକରିବା — To destory
- ଦେ. କ୍ରି — (ଉ—ସଢ଼ାଇବାକୁ ତା ବଡ଼ାଇ ବସି, ଦୁର୍ମତି ଯେବେ ଚୋବାଇବ ଘଷି—କବିସୂର୍ଯ୍ୟ. ସଙ୍ଗୀତ।)