ଶଢ଼ିବା Ṡaṟḍ̠ẖibā
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — (ଖାଦ୍ୟାଦି) ପଚିବା; ପର୍ଯ୍ଯୁଷିତ ହେବା — To rot; to ferment; to putrefy; to be decomposed
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — (କ୍ଷତ ଆଦି) ପୂଯଯୁକ୍ତ ହେବା — To fester; to rankle; to be full of pus or purulent
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — [ଶଡ଼ିଯିବା—ଅନ୍ଯରୂପ]
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — (ଫଳ ଆଦି) ପକ୍ୱ ହେବା ପରେ ନଷ୍ଟ ହେବା — To rot (said of ripe fruits)
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — (ଲକ୍ଷଣାର୍ଥ) ଅତି ଦୁଃଖ ବା କ୍ଳେଶ ଦ୍ୱାରା ଆକ୍ରାନ୍ତ ହେବା; କଷ୍ଟପାଇବା; ଦହଗଞ୍ଜ ହେବା — To be afflicted with pain
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — [ଉ—ଲୀଳାନିଧି ହେ ! ଲାଜେ ମୁଁ ଗଲିଟି ସଢ଼ି କବିସୂର୍ଯ୍ୟ. କିଶୋରୀ. ଚମ୍ପୂ, ଲ ଗୀତ]
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — ଦୁଃଖରେ ଶୀର୍ଣ୍ଣ ହେବା — To become emaciated through grif
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — [ଉ—ଫୁଙ୍କି ଦେଲେ ଉଡ଼ି ଯିବା ପରି ଶଡ଼ି ଅଛିଟି ତନୁ ବଲ୍ଲରୀ। କବିସୂର୍ଯ୍ୟ. କିଶୋରୀଚମ୍ପୂ।]
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — ନଷ୍ଟ ହେବା; ବିନାଶପ୍ରାପ୍ତ ହେବା; — To be ruined
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — [ଉ—ନାସ୍ତିକ ଜାତି ନରେ ଇଷ୍ଟ କଥା ଛାଡ଼ି, ଅନିଷ୍ଟ କଥା କରି ଯାଆନ୍ତିଟି ଶଡ଼ି— କୃଷ୍ଣସିଂହ. ମହାଭାରତ. ବନ।]
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — ମୁଗ୍ଧ ହେବା; ପ୍ରୀତ ହେବା — To be charmed or enamoured
- ଦେ. କ୍ରି (ସଂ. ଶଟ୍ ଧାତୁ=ଅବସନ୍ନ ହେବା, ଭେଦ କରିବା; ସଂ. ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା) — [ଉ— ତୋ ବିନୟ ବଚନେ ଗଲିଣି ମୁଁ ଶଡ଼ି। କୃଷ୍ଣସିଂହ. ମହାଭାରତ ବନ।]