ଶ୍ୟାମକ Ṡyāmaka

  • ସଂ. ବି (ଶ୍ୟାମ+ସ୍ୱାର୍ଥେ କ) — ଶ୍ୟାମାକ; ଶୁଆଁଧାନ; ତୃଣ ଧାନ୍ୟ ବିଶେଷ — A sort of grass or wild corn; Panicum Frumentaceum Roxburghii; Panicum Colonium
  • ସଂ. ବି (ଶ୍ୟାମ+ସ୍ୱାର୍ଥେ କ) — [ଦ୍ର— ଏହା ଧାନ କିଆରିରେ ଧାନ ଗଛ ସଙ୍ଗେ ମନକୁ ଉଠେ।]