ଶୋଧିବା Ṡodhibā
- ଦେ. କ୍ରି (ସଂ. ଶୁଧ ଧାତୁ) — ଶୋଧନ କରିବା — To correct or rectify or purify
- ଦେ. କ୍ରି (ସଂ. ଶୁଧ ଧାତୁ) — [ଉ—ଏ ମାର୍ଗେ ପ୍ରାଣକୁ ଶୋଧିବ ନିଶ୍ଚଳଚିତ୍ତରେ ଚିନ୍ତିବ—ଜଗନ୍ନାଥ, ଭାଗବତ।]
- ଦେ. କ୍ରି (ସଂ. ଶୁଧ ଧାତୁ) — ମୂଳଦୁଆକୁ ଉତ୍ତମରୂପେ ଶୋଧନ କରିବା (ଅର୍ଥାତ୍ ଖୋଳି ପାଣିଦେଇ ଚକଟି ସାନ୍ଧିବା) — To make the foundation firm by digging and watering and treading on it
- ଦେ. କ୍ରି (ସଂ. ଶୁଧ ଧାତୁ) — ଦେଉଳ ଶୋଧ କରିବା; ଦେଉଳ ଆଦିକୁ ନିର୍ଜନ କରିବା — To drive out all persons from a temple and make it lonely
- ଦେ. କ୍ରି (ସଂ. ଶୁଧ ଧାତୁ) — ଗାଳିଦେବା — To abuse
- ଦେ. କ୍ରି (ସଂ. ଶୁଧ ଧାତୁ) — ସମୂଳେ ବିନାଶ କରିବା — To ruin or destroy utterly
- ଦେ. କ୍ରି (ସଂ. ଶୁଧ ଧାତୁ) — ଏକ ଏକ କରି ପରୀକ୍ଷା କରିବା ବା ମଣି ନେବା; ତନ୍ନ ତନ୍ନ କରି ଦେଖିବା — To check or examine things one by one
- ଦେ. କ୍ରି (ସଂ. ଶୁଧ ଧାତୁ) — [ଉ— ଶୋଧନ୍ତେ ଦେଖିଲୁଁ ଯେ ଭଣ୍ଡାରେ ଧନ ନାହିଁ। ସାରଳା, ମହାଭାରତ, ଆଦି।]