ଶୋଧିତ Ṡodhita

  • ସଂ. ବିଣ (ଶୁଧ୍ ଧାତୁ ଣିଚ୍, ଶୋଧି ଧାତୁ+ତ) — ମାର୍ଜିତ — Cleaned; reformed
  • ସଂ. ବିଣ (ଶୁଧ୍ ଧାତୁ ଣିଚ୍, ଶୋଧି ଧାତୁ+ତ) — ପରିଷ୍କୃତ — Cleansed
  • ସଂ. ବିଣ (ଶୁଧ୍ ଧାତୁ ଣିଚ୍, ଶୋଧି ଧାତୁ+ତ) — ଶୁଦ୍ଧୀକୃତ — Purified
  • ସଂ. ବିଣ (ଶୁଧ୍ ଧାତୁ ଣିଚ୍, ଶୋଧି ଧାତୁ+ତ) — ବୈଦ୍ୟଶାସ୍ତ୍ରୋକ୍ତ ବିଧିଦ୍ୱାରା ପରିଶୁଦ୍ଧ — Rectified by the prescribed medical process