ଶୁଷୁରି Ṡushuri

  • ଦେ. ବି (ସଂ. ଶୁଷିର) — ବଂଶୀ ଆଦି ବାୟୁଚାଳିତ ଛିଦ୍ରମୟ ବାଦ୍ୟଯନ୍ତ୍ର (ଯଥା—ବଂଶୀ, ମହୁରୀ) — Flute or other perforated reed instrument. (e.g. lute, pipe, clarionet.)