ଶୁଷିର Ṡushira
- ସଂ ବି (ଶୁଷ୍ ଧାତୁ+କର୍ତ୍ତୃ, କିମ୍ବା ଶୁଷି+ଇର) — ବିବର; ଛିଦ୍ର; ରନ୍ଧ୍ର — Hole
- ସଂ ବି (ଶୁଷ୍ ଧାତୁ+କର୍ତ୍ତୃ, କିମ୍ବା ଶୁଷି+ଇର) — ଅଗ୍ନି — Fire
- ସଂ ବି (ଶୁଷ୍ ଧାତୁ+କର୍ତ୍ତୃ, କିମ୍ବା ଶୁଷି+ଇର) — ଫୁଙ୍କିକରି ବଜାଇବାପାଇଁ ବ୍ଯବହୃତ ଛିଦ୍ରଯୁକ୍ତ ବାଦ୍ୟଯନ୍ତ୍ର (ଯଥା—ବଂଶୀ) — A windpipe; flute; a musical instrument with regulated holes to be blown by the mouth, a wind instrument
- ସଂ ବି (ଶୁଷ୍ ଧାତୁ+କର୍ତ୍ତୃ, କିମ୍ବା ଶୁଷି+ଇର) — ମୂଷିକ; ଇନ୍ଦୁର — Rat; mouse
- ସଂ ବି (ଶୁଷ୍ ଧାତୁ+କର୍ତ୍ତୃ, କିମ୍ବା ଶୁଷି+ଇର) — ବାୟୁ — The atmosphere
- ବିଣ — ଛିଦ୍ରଯୁକ୍ତ — Full of holes; perforated