ଶୁଧ ଘର Ṡudha ghara
- ଦେ. ବି ମୃତବ୍ଯକ୍ତିର ଶୁଦ୍ଧିକ୍ରିୟା — Obsequies or funeral ceremony and purificatory rites observed in the family of a deceased
- ଦେ. ବି ମୃତବ୍ଯକ୍ତିର ଦଶାହ କ୍ରିୟା (ଯେଉଁ ଦିନ କୁଟୁମ୍ବମାନେ କ୍ଷୌର ଓ ସ୍ନାନ କରି ଶୁଦ୍ଧ ହୁଅନ୍ତି) — The purificatory rites done on the 10th day of a man's death