ଶୁଦ୍ଧି Ṡuddhi
- ସ. ବି (ଶୁଧ୍ ଧାତୁ+ଭାବ. ତି) — ଶୋଧନ — Purification
- ସ. ବି (ଶୁଧ୍ ଧାତୁ+ଭାବ. ତି) — ମାର୍ଜନା — Scouring; cleansing
- ସ. ବି (ଶୁଧ୍ ଧାତୁ+ଭାବ. ତି) — ସଂସ୍କାର — Purificatory rites
- ସ. ବି (ଶୁଧ୍ ଧାତୁ+ଭାବ. ତି) — ଶୁଦ୍ଧତା — Cleanness
- ସ. ବି (ଶୁଧ୍ ଧାତୁ+ଭାବ. ତି) — ପବି— ତ୍ରତା — Purity
- ସ. ବି (ଶୁଧ୍ ଧାତୁ+ଭାବ. ତି) — ନିର୍ମଳତା, ସ୍ୱଚ୍ଛତା — Clearness; transparency
- ସ. ବି (ଶୁଧ୍ ଧାତୁ+ଭାବ. ତି) — ଭ୍ରମ— ଶୂନ୍ଯତା — Correcness
- ସ. ବି (ଶୁଧ୍ ଧାତୁ+ଭାବ. ତି) — ଭୁଲ ସଂଶୋଧନ — Correction
- ସ. ବି (ଶୁଧ୍ ଧାତୁ+ଭାବ. ତି) — ସଂସ୍କାର ବିଶେଷ; ପ୍ରାୟଶ୍ଚିତ୍ତ — Expiatory rites after pollution
- ସ. ବି (ଶୁଧ୍ ଧାତୁ+ଭାବ. ତି) — ଅଶୌଚାନ୍ତ ପ୍ରାୟଶ୍ଚିତ — Expiatory or purificatory rites after funerals
- ସ. ବି (ଶୁଧ୍ ଧାତୁ+ଭାବ. ତି) — ଦୁର୍ଗା — The Goddess Durgā